ଫକୀର ମୋହନ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ!

ଗ୍ୟାସ ମରାମତି ନାଁରେ ଘରେ ପଶିଥିବା ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ଥାନାରେ ଅଟକ । ନୀଳଗିରି ଅଞ୍ଚଳର ଜଣେ ଯୁବକଙ୍କ ନାଁରେ ଅଭିଯୋଗ । 

Rape

Rape Photograph: (google)

କନକ ବ୍ୟୁରୋ: ଫକୀର ମୋହନ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ । ଗ୍ୟାସ ମରାମତି ନାଁରେ ଘରେ ପଶିଥିବା ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ଥାନାରେ ଅଟକ । ନୀଳଗିରି ଅଞ୍ଚଳର ଜଣେ ଯୁବକଙ୍କ ନାଁରେ ଅଭିଯୋଗ । 

ଏଫଏମ କଲେଜରେ ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ସାରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । କଲେଜରେ କିଭଳି ଜଣେ ପ୍ରଫେସର ଛାତ୍ରୀଙ୍କୁ ମାନସିକ ନିର୍ୟାତନା ଦେଉଥିଲେ ତାହା ସାମ୍ନାକୁ ଆସିଥିଲା । ଏବେ ଏହି ଘଟଣା ପୁଣି ବାଲେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe