କନକ ବ୍ୟୁରୋ : କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଆସିଲା ରିପୋର୍ଟ । ଖାଦ୍ୟରେ ବିଷ ଥିବା ନମୁନା ପରୀକ୍ଷାରୁ ସ୍ପଷ୍ଟ । ଖାଦ୍ୟରେ ଥିଲା ଫିକାଲ କଣ୍ଟାମିନେସନ୍ ,ବିଷ ପାଲଟି ଯାଇଥିଲା ଟାକୁଆ ଜାଉ ଓ ପଖାଳ । ପାଣି ନମୁନାରେ ମାରାତ୍ମକ ହାଇଡ୍ରୋଜେନ୍ ସଲଫେଟ୍ ଥିବା ଜଣାପଡିଛି ।
- କନ୍ଧମାଳ ଦାରିଙ୍ଗିବାଡ଼ି ବ୍ଲକ୍ ମାଣ୍ଡିପଙ୍କା ଗାଁର ଘଟଣା.
- ଆମ୍ବ ଟାକୁଆ ଜାଉ ଖାଇଥିଲେ ଗାଁର ୮ଜଣ.
- ଆମ୍ବ ଟାକୁଆ ଜାଉ ଖାଇ ବିଗିଡ଼ିଥିଲା ୮ଜଣଙ୍କ ସ୍ବାସ୍ଥ୍ୟାବସ୍ଥା.
- ବାସୀ ଜାଉ ଖାଇ ପେଟ ବ୍ୟଥା ସହ ହୋଇଥିଲା ଝାଡ଼ାବାନ୍ତି.
- ଗୁରୁତର ୨ ମହିଳାଙ୍କ ହୋଇଥିଲା ମୃତ୍ୟୁ.
- ଆମ୍ବ ଟାକୁଆ ଜାଉ ଓ ପାଣିର ନମୁନା ସଂଗ୍ରହ କରି ହୋଇଥିଲା ପରୀକ୍ଷା.
- ପାଣିରେ ହାଇଡ୍ରୋଜେନ୍ ସଲଫେଟ୍ ଥିବା ପରୀକ୍ଷାରୁ ସ୍ପଷ୍ଟ.
- ଫିକାଲ କଣ୍ଟାମିନେସନ୍ ବା ପାଣି ବିଷାକ୍ତ ହୋଇଥିବା ନମୁନାରୁ ସ୍ପଷ୍ଟ.
- ଆମ୍ବ ଟାକୁଆ ଜାଉକୁ ବାସୀ କରି ଖାଇବା ପାଇଁ ବିଗିଡିଥାଇପାରେ ସ୍ବାସ୍ଥାବସ୍ଥା.