ଶିକାରୀଙ୍କୁ ଧରାଇଲା ଏଆଇ କ୍ୟାମେରା । ବନ୍ଧୁକ ଓ ଧନୁତୀର ଜବତ ।

Advertisment

 ଶିକାରୀଙ୍କୁ ଧରାଇଲା ଏଆଇ କ୍ୟାମେରା । ଗିରଫ ହେଲେ ୧୩ ଶିକାରୀ ।

 ଶିକାରୀଙ୍କୁ ଧରାଇଲା ଏଆଇ କ୍ୟାମେରା । ଗିରଫ ହେଲେ ୧୩ ଶିକାରୀ ।

camera 44

Photograph: (kanaknews)

କନକ ବ୍ୟୁରୋ: ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା।ଶିମିଳିପାଳ ଅଭୟାରଣ୍ୟରେ ଶିକାର ଅଭିଯୋଗରେ ୧୩ ଜଣ ଶିକାରୀଙ୍କୁ ଧରିଛି ବନ ବିଭାଗ । ବଡ଼ କଥା ହେଲା, ଏହି ଶିକାରୀ ମାନଙ୍କୁ ଧରାଇ ଦେଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କ୍ୟାମେରା ।

ଗିରଫ ୧୩ ଶିକାରୀଙ୍କଠାରୁ ଅନେକ ବନ୍ଧୁକ ଓ ଧନୁତୀର ଜବତ କରାଯାଇଛି । ଶିମିଳିପାଳ ବାଘ ଅଭୟାରଣ୍ୟରେ ବିଭିନ୍ନ ସମୟରେ ଏହି ଶିକାରୀ ମାନେ ବେଆଇନ୍ ଭାବେ ଶିକାର କରିଥାନ୍ତି ।  ଏନେଇ ବାରମ୍ବାର ଅଭିଯୋଗ ପରେ ଖଞ୍ଜାଯାଇଥିଲା ଏଆଇ କ୍ୟାମେରା। ସେହି ଏଆଇ କ୍ୟାମେରା ସହାୟତାରେ ୧୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe