କନକବ୍ୟୁରୋ : ମନମୋହନ ସିଂ ସ୍ମାରକୀ ପାଇଁ ଖଡଗେଙ୍କ ନିବେଦନ ପରେ ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଟା ମୁଖାର୍ଜୀଙ୍କ ଟାର୍ଗେଟ। ତାଙ୍କ ବାପାଙ୍କ ପାଇଁ କଂଗ୍ରେସ ଶୋକସଭା କରିନଥିବା କହି କଡା ସମାଲୋଚନା କଲେ। କିନ୍ତୁ ମନମୋହନ ସିଂଙ୍କୁ ପ୍ରସଂଶା କରିବା ସହ ତାଙ୍କୁ ତାଙ୍କ ବାପା ଭାରତ ରତ୍ନ ଦେବାକୁ ଚାହୁଁଥିଲେ । କିନ୍ତୁ ଦୁଇଟି କାରଣ ପାଇଁ ଉପାଧି ମିଳିନଥିଲା ବୋଲି କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
--