କନକ ବ୍ୟୁରୋ : ସମୁଦ୍ରରେ ଗାଧୋଉ ଗାଧୋଉ ଭାସିଗଲେ ଯୁବକ । ପାରାଦୀପ ଲାଇଟ୍ ହାଉସ୍ ନିକଟରେ ଗାଧୋଇବା ବେଳେ ଅଘଟଣ ଘଟିଛି । ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ । କେନ୍ଦ୍ରାପଡ଼ାରୁ ୭ ଜଣ ଯୁବକ ଗାଧୋଇବା ପାଇଁ ପାରାଦୀପ ଯାଇଥିଲେ । ଲାଇଟ୍ ହାଉସ୍ ନିକଟରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଭାସିଯାଇଛନ୍ତି । ଏବେବି ଜଣେ ଯୁବକଙ୍କ ପତ୍ତା ମିଳିନାହିଁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us