ନବରଙ୍ଗପୁର କୋଡିଙ୍ଗା ଥାନା ଭାଟିଗାଁ ନିକଟରେ ଦୁର୍ଘଟଣା : ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ନେଲେ ଏସ୍ପି

Advertisment

ନବରଙ୍ଗପୁର କୋଡିଙ୍ଗା ଥାନା ଭାଟିଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ ମୁଁହାମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଧନିଆ ମାଝୀ ଓ ରଘୁ ବୈରାଗୀ । 

ନବରଙ୍ଗପୁର କୋଡିଙ୍ଗା ଥାନା ଭାଟିଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ ମୁଁହାମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଧନିଆ ମାଝୀ ଓ ରଘୁ ବୈରାଗୀ । 

bike

bike Photograph: (KanakNews )

କନକବ୍ୟୁରୋ : ନବରଙ୍ଗପୁର କୋଡିଙ୍ଗା ଥାନା ଭାଟିଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ ମୁଁହାମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଧନିଆ ମାଝୀ ଓ ରଘୁ ବୈରାଗୀ । 

 ଅନ୍ୟ ତିନି ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁକ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଏସ୍ପି ମିହିର କୁମାର ପଣ୍ଡା କୋଷାଗୁମୁଡ଼ା ଅଞ୍ଚଳକୁ ଯାଉଥିବା ବେଳେ ଆହତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇଥିଲେ । ଏସ୍ପିଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe