ବାଲିଯାତ୍ରାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

Advertisment

ବାଲିଯାତ୍ରା ଦେଖିବାକୁ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । ବାଲିଯାତ୍ରା ଦେଖିବାକୁ ଆସି ସାଙ୍ଗଙ୍କ ସହ ବୁଲାବୁଲି କରି ବାଲିଯାତ୍ରା ପଡିଆକୁ ଯିବା ବେଳେ ଘଟିଲା ଅଘଟଣ ।

ବାଲିଯାତ୍ରା ଦେଖିବାକୁ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । ବାଲିଯାତ୍ରା ଦେଖିବାକୁ ଆସି ସାଙ୍ଗଙ୍କ ସହ ବୁଲାବୁଲି କରି ବାଲିଯାତ୍ରା ପଡିଆକୁ ଯିବା ବେଳେ ଘଟିଲା ଅଘଟଣ ।

balijatra 1

କନକବ୍ୟୁରୋ : ବାଲିଯାତ୍ରା ଦେଖିବାକୁ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ  । ବାଲିଯାତ୍ରା ଦେଖିବାକୁ ଆସି ସାଙ୍ଗଙ୍କ ସହ ବୁଲାବୁଲି କରି ବାଲିଯାତ୍ରା ପଡିଆକୁ ଯିବା ବେଳେ ଘଟିଲା ଅଘଟଣ   ।  

କଟକ ଡିୟର ପାର୍କ ନିକଟରେ ରାସ୍ତା ପାରିହେବା ବେଳେ ଲିଚୁ ଲାଇଟରେ ସଂଯୋଗ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜଗତସିଂହପୁରର ବିଶ୍ୱପ୍ରକାଶ ମନ୍ଥନ  । ସେ ତୁଳସୀପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe