ମୟୁରଭଞ୍ଜ କରଞ୍ଜିଆରେ ଅଭାବନୀୟ ଘଟଣା : ଦେହରେ ପେଟ୍ରୋଲ ଢ଼ାଳି ଜଳିଗଲେ ଜଣେ ପୁରୁଷ ଓ ମହିଳା

ଅନଲାଇନ୍‌ ଗେମ୍‌ରେ ବିଫଳ ହେବାରୁ କ୍ରୀଡ଼ା ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ । ଲକ୍ଷାଧିକ ଟଙ୍କା ହାରିବା ପରେ ଏଭଳି ଚରମ ନିଷ୍ପତି ନେଇଛନ୍ତି ଶିକ୍ଷକ ।

27

Photograph: (KANAKNEWS)

କନକବ୍ୟୁରୋ : ଅନଲାଇନ୍‌ ଗେମ୍‌ରେ ବିଫଳ ହେବାରୁ କ୍ରୀଡ଼ା ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ । ଲକ୍ଷାଧିକ ଟଙ୍କା ହାରିବା ପରେ ଏଭଳି ଚରମ ନିଷ୍ପତି ନେଇଛନ୍ତି ଶିକ୍ଷକ ।  କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ସଦର ମହକୁମା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ରାଜେଶ୍ କୁମାର ମହାପାତ୍ର ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି  ।  ମାନସିକ ଭାରସାମ୍ୟ ହରାଇ ନାରାୟଣପାଟଣା ସ୍ଥିତ ଭଡ଼ା ଘରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି ।  ପ୍ରଥମେ ନାରାୟଣପାଟଣା ମେଡ଼ିକାଲ ପରେ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe