କନକ ବ୍ୟୁରୋ : ପୂର୍ବତନ ସରକାର ସମୟରୁ ଜିଲ୍ଲାରେ ଅନେକ ଆବେଦନକାରୀ ଆବାସ ଯୋଜନାରେ ଘର ପାଇଥିବା ବେଳେ ଏବେବି ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇ ରହିଛନ୍ତି । ଯାହା ସ୍ପଷ୍ଟ କରିଦେଇଛି ବାତ୍ୟା 'ଦାନା' ପରର ସ୍ଥିତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅପାରଗତା ପାଇଁ ଜିଲ୍ଲାର ଅନେକ ଘର ବର୍ଷବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ଯେଉଁଥି ପାଇଁ କିଛି ଦିନ ତଳେ ଜିଲ୍ଲାର ୮୪୩ ଜଣ ଅଧିକାରୀଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ ।
ବଡ଼ ଜିଲ୍ଲାରେ ବଡ଼ କେଳେଙ୍କାରୀ ; କାର୍ଯ୍ୟକାରୀ ହୋଇନି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ
ପୂର୍ବତନ ସରକାର ସମୟରୁ ଜିଲ୍ଲାରେ ଅନେକ ଆବେଦନକାରୀ ଆବାସ ଯୋଜନାରେ ଘର ପାଇଥିବା ବେଳେ ଏବେବି ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇ ରହିଛନ୍ତି । ଯାହା ସ୍ପଷ୍ଟ କରିଦେଇଛି ବାତ୍ୟା 'ଦାନା' ପରର ସ୍ଥିତି ।