କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣଙ୍କୁ ଗିରଫ କଲା ପୁଲିସ । ଗିରଫଦାରୀ ନେଇ ପ୍ରେସ୍ମିଟ୍ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି , ଗିରଫ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ । ପରେ ରିମାଣ୍ଡରେ ଆଣି ତଦନ୍ତ କରାଯିବ । ଯିଏ ପ୍ରଶ୍ନପତ୍ର ଭାଇରାଲ କରିଛି ତାହା ସ୍ପଷ୍ଟ ହୋଇଛି । ଘଟଣାରେ ଯିଏ ଯିଏ ସମ୍ପୃକ୍ତ ପଦକ୍ଷେପ ନିଆଯିବ । ବୋର୍ଡ ଅଫିସର ଜଣେ କର୍ମଚାରୀ ସମ୍ପୃକ୍ତ , ଯିଏ କି ଜଣେ ଡାଟା ଏଣ୍ଟ୍ରି ଅପରେଟର୍ । ସେ ହେଉଛନ୍ତି ଜିତେନ୍ ମହାରଣା । ପ୍ରାଥମିକ ଶିକ୍ଷକଙ୍କ ଆକାଉଣ୍ଟରେ ହୋଇଥିଲା ଟଙ୍କା କାରବାର ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us