ଟେଲି ଦୁନିଆର ଏକ ଚର୍ଚ୍ଚିତ ଖବର ଉପରେ ସମସ୍ତଙ୍କ ନଜର। କମେଡି କିଙ୍ଗ କପିଲ ଶର୍ମାଙ୍କ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା’ ସୋକୁ ଅଲବିଦା କହିଛନ୍ତି ରାଜନେତା ତଥା କ୍ରିକେଟର ନଭଜୋତ ସିଂ ସିଦ୍ଧୁ । ଇନସର୍ଟ ନ୍ୟୁଜ୍ ଅନୁସାରେ ସିଦ୍ଧୁଙ୍କ ସ୍ତ୍ରୀ ନଭଜୋତ କୈାରଙ୍କ କହିବା ହେଲା ବର୍ତମାନ ସିଦ୍ଧୁ ପଂଜାବ ରାଜନୀତି ଉପରେ ଫୋକସ୍ କରୁଛନ୍ତି , ଏବଂ ସେଥିପାଇଁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସିଦ୍ଧୁ ସମସ୍ତ ସୋର ରେକର୍ଡିଙ୍ଗ ମଧ୍ୟ ସାରିଛନ୍ତି । ଏହି ସୋରେ ସିଦ୍ଧୁଙ୍କ ସିଗନେଚର ଲାଇନ ‘ଠୋକୋ ତାଲି ’।
‘ଦ କପିଲ ଶର୍ମା’ ସୋକୁ ଅଲବିଦା କଲେ କ୍ରିକେଟର ନଭଜୋତ ସିଂ ସିଦ୍ଧୁ
/kanak/media/post_attachments/wp-content/uploads/2016/09/sidhu-kapil-759.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)