କନକ ବ୍ୟୁରୋ: ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ସେପ୍ଟେମ୍ବର ୨୦ରେ ଲଗ୍ନ ଧାର୍ଯ୍ୟ । ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ଲଗ୍ନ । ମା ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ । ନୂଆଁ ଖାଇବେ ପଶ୍ଚିମ ଓଡିଶାବାସୀ । ବ୍ରହ୍ମ ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧାରଣ ।