ଇମ୍ତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ଆସୁଥିବା ଆଗାମୀ ଫିଲ୍ମ ‘ଦ ରିଙ୍ଗ୍’ ରେ କିଙ୍ଗଖାନ ଶାହାରୁଖଙ୍କ ସହିତ ଚୁଲବୁଲି ନାୟିକା ଅନୁଷ୍କାଙ୍କୁ ଦେଖିବାକୁ ମିଳିବ । ଏବେ ପୂରା ଟିମ୍ ଆମଷ୍ଟଡ୍ରମ୍ରେ ସୁଟିଂରେ ବ୍ୟସ୍ତ ଅଛନ୍ତି ।ଶାହାରୁଖ ଓ ଅନୁଷ୍କାଙ୍କର ଏହା ତୃତୀୟ ଫିଲ୍ମ । ଏହା ପୂର୍ବରୁ ଅନୁଷ୍କା ଶାହାରୁଖଙ୍କ ସହିତ "ରବ ନେ ବନାଦି ଯୋଡି ' ଏବଂ "ଜବ ତକ ହେ ଜାନ' ଚଳଚ୍ଚିତ୍ରରେ କାମ କରିଛନ୍ତି ।
‘ଦ ରିଙ୍ଗ’ ସୁଟିଂରେ ବ୍ୟସ୍ତ ଅନୁଷ୍କା-ଶାହାରୁଖ
/kanak/media/post_attachments/wp-content/uploads/2016/09/38e49bbd82520bb619cf012fa361f8d9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)