ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀ ମମତା । କନ୍ଧମାଳରେ ରକ୍ତମୁଖା ମାଓବାଦୀ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ୍ ।

ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀ ମମତା । କନ୍ଧମାଳରେ ରକ୍ତମୁଖା ମାଓବାଦୀ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ୍ ।

କନକ ବ୍ୟୁରୋ: ମୋଷ୍ଟ ୱାଣ୍ଟେଡ୍ ମହିଳା ମାଓବାଦୀ ମମତା, କନ୍ଧମାଳରେ ରକ୍ତମୁଖା ମାଓବାଦୀ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମାଓନେତ୍ରୀ ନେତୃତ୍ୱରେ ସକ୍ରିୟ ହୋଇପଡ଼ିଛନ୍ତି ମହିଳା ମାଓବାହିନୀ । ପୁଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଛି ମାଓ ନେତ୍ରୀ ମମତା । କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମହିଳା ମାଓବାଦୀ ସକ୍ରିୟ ହୋଇପଡ଼ିଛି । ତେବେ ମହିଳା ମାଓବାଦୀ ମମତାଙ୍କ ନେତୃତ୍ୱରେ ଲାଲତାଣ୍ଡବ ଦେଖିବାକୁ ମିଳିଛି । ରକ୍ତମୁଖା ମାଓବାଦୀ ଠିକାଦାରଙ୍କୁ ହତ୍ୟା କରିବା ପରେ ପରେ ଠିକା କ୍ୟାମ୍ପରେ ମାଓବାଦୀଙ୍କ ପୋଡାଜଳା କରିଛନ୍ତି । ନିଆଁ ଲଗାଇବା ସହ ପୋଷ୍ଟର ଲଗାଇ ଚେତାବନୀ ଦେଇଛନ୍ତି ମାଓବାଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe