ପ୍ରଧାନମନ୍ତ୍ର୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଏଜେଣ୍ଡା ଉପରେ ପ୍ରସ୍ତୁତ ହୋଇଥିବା ସିନେମା ‘ମୋଦି କା ଗାଁଓ’ର ଟ୍ରେଲର ଉନ୍ମୋଚନ ହୋଇଛି । ବିହାରର ସିନେମା ନିର୍ମାତା ମୋଦିଙ୍କ ବିକାଶଧାରାକୁ ନେଇ ଏହି ସିନେମାଟି ପ୍ରସ୍ତୁତ କରୁଛନ୍ତି ।
ମୁମ୍ବାଇର ଜଣେ ବ୍ୟବସାୟୀ ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି । ମଧ୍ୟମ ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ଟେଲି ଅଭିନେତା ଚନ୍ଦ୍ରମଣି ଏମ.ଔର ଜେବା.ଏ ଅନ୍ୟତମ ମୂଖ୍ୟ ଭୂମିକାରେ ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/mahante.jpg)