କନକ ବ୍ୟୁରୋ: ବ୍ଲାକମେଲ କ୍ୱିନ ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିବାକୁ ହେଉଛନ୍ତି ପ୍ରସ୍ତୁତ । ଏନେଇ ପ୍ରତିକ୍ରିୟା ରଖି ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି, ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ନିର୍ମାଣ ହେବ ଫିଲ୍ମ । ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ମାୟାବିନୀ ରହିବ ବୋଲି ଜଣାପଡିଛି । ମାୟାବିନୀଙ୍କ ଜାଲରେ କିପରି ରାଜନେତା, ବିଲଡର ଓ ହାଇପ୍ରୋଫାଇଲ ବ୍ୟକ୍ତି ପଡିଛନ୍ତି ତାକୁ ନେଇ ନିର୍ମାଣ ହେଉଛି ଫିଲ୍ମ ।
ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ ‘ମାୟାବିନୀ’: ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିବାକୁ ହେଉଛନ୍ତି ପ୍ରସ୍ତୁତ
/kanak/media/post_attachments/wp-content/uploads/2022/10/54-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)