ସୁପ୍ରିମକୋର୍ଟ କର୍ମଚାରୀଙ୍କୁ କରୋନା : ସାନିଟାଇଜ ହେଲା ପୁରା ପରିସର; ଘରୁ ବସି ଭିଡିଓ କନଫରେନ୍ସିରେ ଶୁଣାଣି କରିବେ ପ୍ରଧାନ ବିଚାରପତି

55

କନକ ବ୍ୟୁରୋ : ସୁପ୍ରିମକୋର୍ଟ ୫୦ ପ୍ରତିଶତ କର୍ମଚାରୀଙ୍କୁ କରୋନା । ସିଲ ହେଲା ସୁପ୍ରିମକୋର୍ଟ ପରିସର । ସମସ୍ତ ବିଚାରପତି ଘରେ ରହି କାମ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ବେଂଚ ଶୁଣାଣି ହେବ । ୧ ଘଂଟା ବିଳମ୍ବରେ ସବୁ ବେଂଚ ଶୁଣାଣି ଆରମ୍ଭ କରିବେ । ସମସ୍ତ କୋର୍ଟ ରୁମ୍ ସହି୍ କୋର୍ଟ ପରିସରକୁ ସାନିଟାଇଜ କରାଯାଉଛି । ଯାହା ପାଇଁ ନିର୍ଦ୍ଧାରିତ ସମୟର ୧ ଘଂଟା ବିଳମ୍ବରେ ସମସ୍ତ ବେଂଚ ବସିବ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟେକ୍ଷ ଶୁଣାଣୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

Comments are closed.