କଞ୍ଚା ପନିପରିବା ଖାଉଛନ୍ତି ମନୋଜ କୁମାର ଖିଲାର : ସତେଜ କଞ୍ଚା ପରିବା ଖାଇବା ହେଉଛି ଏହି ଶିକ୍ଷକଙ୍କ ନିତିଦିନିଆ ଅଭ୍ୟାସ

111

କନକ ବ୍ୟୁରୋ : କଞ୍ଚା ପନିପରିବା ଖାଉଛନ୍ତି ମନୋଜ କୁମାର ଖିଲାର । ଆଳୁ, ଭଣ୍ଡା, କଖାରୁ, ଜହ୍ନି, ପୋଟଳ ଏଭଳି ଅନେକ ପରିବା ଖାଉଛନ୍ତି କଟକ ଦରଖାପାଟଣା ଅଂଚଳର ମନୋଜ କୁମାର ଖିଲାର । ମନୋଜ ଜଣେ ଶାକାହାରୀ । ସେ ନିୟମିତ ଏହିଭଳି ସବୁ କଞ୍ଚା ଖାଆନ୍ତି । ପେଶାରେ ସେ ଜଣେ ଶିକ୍ଷକ ହୋଇଥିବା ସବୁବେଳେ ସବୁଜ ସତେଜ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି ।