ରିଲିଜ ହୋଇଛି ମନୋଜ ବାଜପେୟୀଙ୍କ ସର୍ଟ ଫିଲ୍ମ ‘ ଆଉଚ୍ ’

ରିଲିଜ  ହୋଇଛି ମନୋଜ ବାଜପେୟୀଙ୍କ ସର୍ଟ ଫିଲ୍ମ ‘ ଆଉଚ୍ ’

source- inshort

୧୪ମିନିଟ ଅବଧିର ସର୍ଟଫିଲ୍ମ ‘ ଆଉଚ୍ ’  ରିଲିଜ ହୋଇଯାଇଛି । ଏହାକୁ ନିର୍ଦେଶନା ଦେଇଛନ୍ତି ନୀରଜ ପାଣ୍ଡେ । ଏହି ଫିଲ୍ମ ଦୁଇଟି ଚରିତ୍ର ବିନୟ ଓ ପ୍ରିୟା ଉପରେ ଦୃଶାୟନ ହୋଇଛି । ବିନୟ ଚରିତ୍ରରେ ନଜର ଆସିଛନ୍ତି  ମନୋଜ ବାଜପେୟୀ ଓ ପ୍ରିୟା ଚରିତ୍ରରେ ନଜର ଆସିଛନ୍ତି ପୂର୍ବତନ ମିସ୍ ଇଣ୍ଡିଆ ପୂଜା ଚୋପ୍ରା ।

କାହାଣୀରେ ରହିଛି ଭିନ୍ନ ମୋଡ । କାହାଣୀ ଅନୁସାରେ ଦୁହେଁ ସେମାନଙ୍କର ସ୍ତ୍ରୀ ଓ ସ୍ୱାମୀକୁ ଛାଡପତ୍ର ଦେଇ ପରସ୍ପରକୁ ବିବାହ କରୁଛନ୍ତି ।

ଦେଖନ୍ତୁ ଏହି ସର୍ଟ ଫିଲ୍ମର ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe