"ବିଗବସ'ର ପୂର୍ବତନ ପ୍ରତିଯୋଗୀ ମନ୍ଦାନା କରିମୀ ନିଜର ଗେ ସ୍ୱାମୀଙ୍କୁ ଛାଡି କରିଛନ୍ତି ଦ୍ୱିତୀୟ ବିବାହ । ମନ୍ଦାନା ତାଙ୍କର ବୟଫ୍ରେଣ୍ଡ ସଂଜୟ ଗୁପ୍ତାଙ୍କୁ ବିବାହ କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଂଟ ଜରିଆରେ ନିଜେ ମନ୍ଦାନା ଏହି ବିବାହ ବିଷୟରେ ଜଣାଇଛନ୍ତି । ପରିବାର ଲୋକଙ୍କ ମେଳରେ କୋର୍ଟରେ ସେ ଏହି ବିବାହ କରିଛନ୍ତି । ମନ୍ଦାନା ୨୦୧୧ରେ ପ୍ରଥମେ ଲଲିତ ତେହଲାନଙ୍କୁ ବିବାହ କରିଥିଲେ । ବିବାହ ପରେ ଲଲିତ ଗେ ବୋଲି ଜାଣିପାରିଥିଲେ ମନ୍ଦାନା ଏବଂ ଏଥିନେଇ ସେ ଲଳିତଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us