ମାଓବାଦୀ ବଖାଣିଲେ ଗୁମର : ବିକାଶ ନାଁରେ ଲାଲଗଡରେ ଚାଲିଛି ଶୋଷଣ

ମାଓବାଦୀ ବଖାଣିଲେ ଗୁମର : ବିକାଶ ନାଁରେ ଲାଲଗଡରେ ଚାଲିଛି ଶୋଷଣ

ମାଲକାନଗିରି : ଲାଲ ସଂଗଠନର ବହୁ ଗୁମର ଖୋଲିଲେ ଆତ୍ମସମର୍ପଣ କରିଥିବା ମାଓ ଦମ୍ପତି । କ୍ୟାଡରଙ୍କୁ ଭଣ୍ଡାଉଛନ୍ତି ମାଓନେତା । ଆଦର୍ଶରୁ ଦୁରେଇ ଯାଇ ମାଓ ସଂଗଠନ ଏବେ ଲକ୍ଷ୍ୟହୀନ ଭାବରେ ଗତି କରୁଛି ବୋଲି କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଲାଲଗଡର ଗୁମର କଥା ବଖାଣିଛନ୍ତି ୧୫ ବର୍ଷ ଧରି ମାଓ ସଙ୍ଗଠନରେ ସକ୍ରୀୟ ଥିବା ମାଓ ଦମ୍ପତି । କଣ କହିଛନ୍ତି ଏହି ମାଓ ଦମ୍ପତି ଦେଖିବା ଏହି ଭିଡିଓରେ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe