ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ ! ପବନରେ ଅନେକ ଘରଦ୍ୱାର ଭଙ୍ଗାରୁଜା

ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ ! ପବନରେ ଅନେକ ଘରଦ୍ୱାର ଭଙ୍ଗାରୁଜା

କନକ ବ୍ୟୁରୋ : ମାଲକାନଗିରି କାଳବୈଶାଖୀର ତାଣ୍ଡବ । ପବନରେ ଅନେକ ଘର ଦ୍ୱାର ଭାଙ୍ଗିଯାଇଛି । ଗଛ ମଧ୍ୟ ଉପୁଡି ରାସ୍ତା ଉପରେ ପଡିରହିଛି । କାଳବୈଶାଖୀ ଯୋଗୁଁ ମାଲକାନଗିରି ସହରରେ ବିଦ୍ୟୁତ ତାର ଛିଣ୍ଡିଯିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe