ମାଲକାନଗିରିରେ କଲେଜ ଛାତୀଙ୍କୁ ଅସଦାଚରଣ ମାମଲାରେ ଭିନ୍ନ ମୋଡ ! ସାକ୍ଷୀଙ୍କୁ ଗରିଫ କଲା ପୋଲିସ

30

କନକ ବ୍ୟୁରୋ : ମାଲକାନଗିରି ଗୋବିନ୍ଦପାଲି କଲେଜ ଛାତୀଙ୍କୁ ଅସଦାଚରଣ ମାମଲାରେ ଭିନ୍ନ ମୋଡ ।ସାକ୍ଷୀ ଥିବା ଅଧ୍ୟାପକଙ୍କୁ ଗିରଫ କରିଛି ପୁଲିସ । ଅସଦାଚରଣ ନେଇ କୌଣସି ଭିଡିଓ ମିଳିନଥିବା ପୁଲିସ ସ୍ପଷ୍ଟ କରିଛି ପୁଲିସ । ଅଭିଯୋଗ ହୋଇଥିବା ୩ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ପୀଡିତା ଛାତ୍ରଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।