ସରକାରୀ କାର୍ଯ୍ୟକ୍ରମ ନାଁରେ ଚାଲିଛି ଦଳୀୟ ପ୍ରଚାର ! ବିଜେପି ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଷ୍ଟ୍ରାୟତ କମ୍ପାନୀ

ସରକାରୀ କାର୍ଯ୍ୟକ୍ରମ ନାଁରେ ଚାଲିଛି ଦଳୀୟ ପ୍ରଚାର ! ବିଜେପି ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଷ୍ଟ୍ରାୟତ କମ୍ପାନୀ

କନକ ବ୍ୟୁରୋ : ସରକାରୀ କାର୍ଯ୍ୟକ୍ରମ ନାଁରେ ଚାଲିଛି ଦଳୀୟ ପ୍ରଚାର । ବିଜେପିର କାର୍ଯ୍ୟକ୍ରମ ପାଇଁ ଟଙ୍କା ଉଡାଉଛନ୍ତି ରାଷ୍ଟ୍ରାୟତ କଂପାନୀ । ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମ ଜରିଆରେ ବୁଲି ବୁଲି ମୋଦିଙ୍କ ୩ ବର୍ଷର ସଫଳତା ବଖାଣୁଛନ୍ତି ବିଜେପି ନେତା ଓ ମନ୍ତ୍ରୀ । ହେଲେ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନ ପାଉନାହାଁନ୍ତି ସରକାରୀ ଅଧିକାରୀ । ବିଜେପି ନେତା ଓ ରାଷ୍ଟ୍ରାୟତ କଂପାନୀର ବାବୁଙ୍କୁ ନେଇ ଚାଲିଛି ମୋଦୀବାଣୀର ପ୍ରଚାର ।

ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe