ଗାଈ କୁ ନେଇ ପୁରାଣରେ ବିଭିନ୍ନ କଥା ରହିଛି । ଆମେ ଗାଈକୁ ଗୋମାତା ଭାବରେ ମଧ୍ୟ ସମ୍ବୋଧନ କରିଥାଉ । କିନ୍ତୁ ଏବେ ଗୋହତ୍ୟା, ଗୋରୁ ଚାଲାଣକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ପୁଲିସର ସହାୟତାରେ ଗୋରୁଚାଲାଣ ମଧ୍ୟ ଚାଲିଛି । ଗାଈକୁ ନେଇ ଏମିତି ବିଭିନ୍ନ ତଥ୍ୟ ରହିଛି ଯାହାକୁ କି ଲୋକ ପରମ୍ପରା ବୋଲି ମଧ୍ୟ ଆମେ କହିପାରିବା । ଗାଈକୁ ନେଇ ଆମେ ବିଭିନ୍ନ ସମୟରେ ମଧ୍ୟ ବହୁତ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିଥାଉ । ଅଧିକ ଜାଣିବା ପାଇଁ ଦେଖିବା ମହାବିତର୍କର ଏହି ଏପିସୋଡ :
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us