ମହାଭାରତର ଅଭିଶପ୍ତ ଅଶ୍ୱଥାମା ଜୀବିତ! ଭାଇରାଲ୍ ହେଉଛି ଫଟୋ

238

ଏବେ ବି ଜୀବିତ ଅଛନ୍ତି ମହାଭାରତର ଅଶ୍ୱଥାମା । କେବଳ ସେତିକି ନୁହେଁ ଅଶ୍ୱଥାମାଙ୍କ ଏକ ଫଟୋ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

ଏକ ୱେବ୍ ସାଇଟରେ ପ୍ରକାଶିତ ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ହିମାଳୟରେ ଏକ ଅଦ୍ଭୂତ ଜୀବ ଘୂରି ବୁଲୁଥିବାର ଦେଖିବାକୁ ମିଳିଛି । ଆଉ ସ୍ଥାନୀୟ ଲୋକେ ଏହି ଜୀବକୁ ଅଶ୍ୱଥାମା ବୋଲି ମାନୁଛନ୍ତି । କାରଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ ଅଶ୍ୱଥାମାଙ୍କୁ ଭଗବାନ୍ ଶ୍ରୀକୃଷ୍ଣ ଅଭିଶାପ ଦେଇଥିଲେ ଯେ ସେ ସବୁଦିନ ପାଇଁ ପୃଥିବୀରେ ଘୂରି ବୁଲିବେ । ତେଣୁ ସେଠାକାର ଲୋକଙ୍କ ଅନୁଯାୟୀ ଏହି ଅଦ୍ଭୂତ ଜୀବଟି ହେଉଛନ୍ତି ଅଭିଶପ୍ତ ଅଶ୍ୱଥାମା ।

ତେବେ ଭାଇରାଲ୍ ହେବା ପରେ ଅନେକ ଏହାକୁ ଏଲିୟନ୍ ବୋଲି କହୁଛନ୍ତି । ହେଲେ ଘଟଣାର ସତ୍ୟତା ଏଯାଏଁ ଜଣା ପଡିନାହିଁ ।

ଏହା ସହ ଦେଖନ୍ତୁ କଳିଯୁଗ ମା’ର କଳା କାରନାମା ! ନିଜ ୪ବର୍ଷର ପୁଅକୁ ଦୁଷ୍କର୍ମ କରି ହେଲେ ଗିରଫ