ମହାବିତର୍କରେ ଦେଖନ୍ତୁ ପପୁଙ୍କୁ ବେଲ୍ ନା ଜେଲ୍ !

ମହାବିତର୍କରେ ଦେଖନ୍ତୁ ପପୁଙ୍କୁ ବେଲ୍ ନା ଜେଲ୍ !

ପପୁଙ୍କୁ ମିଳିବ କି ବେଲ ! କାରଣ ପପୁଙ୍କ ବେଲ ପିଟିସନର ଶୁଣାଣି ଚାଲିଥିବା ବେଳେ କମ୍ପ୍ରୋମାଇଜ ପିଟିସନ ଦାଖଲ ଏବେ ଏହି ମାମଲାକୁ ନୁଆ ମୋଡ ଦେଇଛି । ତେବେ ପ୍ରକୃତରେ ପପୁଙ୍କୁ ଫସାଇ ଦିଆ ଯାଇଛି ନା ଏହି ମାମଲାର ଅଲଗା କିଛି ଦିଗ ଆଢୁଆଳରେ ରହିଛି । ଏମିତି ଅନେକ ପ୍ରଶ୍ନର ଘେରରେ ଏବେ ଏହି ମାମଲା ରହିଛି । ତେବେ ଏପରି ଏନେକ ବିତର୍କିତ ପ୍ରଶ୍ନରେ ମହାବିତର୍କ ଦେଖନ୍ତୁ ଏହି ଭିଡିଓରେ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe