ବାହାରିଲା ମା ସମଲେଶ୍ୱରୀଙ୍କ ନୂଆଁଖାଇ ଲଗ୍ନ: ଭାଦ୍ରବ ମାସ ପଞ୍ଚମୀ ତିଥି ତୁଳା ଲଗ୍ନରେ ହେବ ନୂଆଁଖାଇ

265

କନକ ବ୍ୟୁରୋ: ବାହାରିଲା ମା ସମଲେଶ୍ୱରୀଙ୍କ ନୂଆଁଖାଇ ଲଗ୍ନ: ଭାଦ୍ରବ ମାସ ପଞ୍ଚମୀ ତିଥି ତୁଳା ଲଗ୍ନରେ ହେବ ନୂଆଁଖାଇ । ଦିନ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ମାଆଙ୍କଠାରେ ଲାଗିବ ନବାନ୍ନ । ମା ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁସାରେ ବାହାରିଲା ଲଗ୍ନ ।