ନବରାତ୍ରୀ ପାଇଁ ଚଳଚଞ୍ଚଳ ଶକ୍ତିପୀଠ : ବଗଳାମୁଖି ବେଶରେ ପୂଜା ପାଉଛନ୍ତି ମା’ ଗଡ଼ଚଣ୍ଡୀ

100

କନକ ବ୍ୟୁରୋ : ନବରାତ୍ରୀ ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜା ପାଉଛନ୍ତି ମା’ । କଟକରେ ମା’ ଗଡ଼ଚଣ୍ଡୀ ଆଜି ବଗଳାମୁଖି ବେଶରେ ପୂଜା ପାଉଛନ୍ତି । ପୂଜକଙ୍କ କହିବା ଅନୁଯାୟୀ ନିର୍ଦ୍ଦିଷ୍ଟ ବିଧିରେ ମାଙ୍କୁ ବେଶରେ ସଜା ଯାଇ ପୂଜାର୍ଚ୍ଚନା କରାଯାଏ । ଶରତ କାଳୀନ ଦୁର୍ଗାପୂଜା ରେ ହିଁ ମା’ଙ୍କ ଏହି ବେଶକୁ ଶ୍ରଦ୍ଧାଳୁମାନେ ଦର୍ଶନ କରନ୍ତି ।