ରାଜଧାନୀରେ ଲୁଟେରାଙ୍କ ରାଜ୍ : ବରମୁଣ୍ଡା ବସଷ୍ଟାଣ୍ଡରେ ନିଶା ଦେଇ ଯାତ୍ରୀଙ୍କ ଠାରୁ ଲୁଟ୍

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନିଶା ଦେଇ ଯାତ୍ରୀଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟ୍ । ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଅଟକି ଥିବା ସମୟରେ ଯାତ୍ରୀଙ୍କ ଠାରୁ ୨ଟି ମୋବାଇଲ ଓ ୧୭ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ । ଯାତ୍ରୀ ଜଣକ ରାୟଗଡାରୁ କଟକ ଆସିଥୁବା ସମୟରେ ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଅଟକି ଥିଲା । ଏହି ସମୟରେ ଏହି ଲୁଟ୍ ହୋଇଥିବା ଜଣାପଡିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :