ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ : ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ୱ ?

360

କନକ ବ୍ୟୁରୋ : ନେତାଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି । ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ରୋହିତ ପୂଜାରୀ – ବଲାଙ୍ଗୀର, ଅନନ୍ତ ଦାସ – ବାଲେଶ୍ୱର , ଦେବେଶ ଆଚାର୍ଯ୍ୟ- ବରଗଡ, ବ୍ୟୋମକେଶ ରାୟ – ଭଦ୍ରକ, ମହୀଧର ରଣା – ବୌଦ୍ଧ, ପ୍ରମୋଦ ମଲ୍ଲିକ – କଟକ, ରାଜେନ୍ଦ୍ର ଢୋଲକିଆ -ଦେବଗଡ, ବାସନ୍ତୀ ହେମ୍ବ୍ରମ୍ – ଢେଙ୍କାନାଳ, ଜଗନ୍ନାଥ ସାରକା – ଗଜପତି, ପ୍ରଫୁଲ୍ଲ ମଲ୍ଲିକ – ଗଞ୍ଜାମ, ପ୍ରମିଳା ମଲ୍ଲିକ-ଜଗତସିଂହପୁର, ସମୀର ଦାସ -ଯାଜପୁର, ପ୍ରୀତିରଞ୍ଜନ ଘଡେଇ-ଝାରସୁଗୁଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।

ସେହିପରି ନବ ଦାସ –କଳାହାଣ୍ଡି , ଶ୍ରୀକାନ୍ତ ସାହୁ –କଳାହାଣ୍ଡି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ – କେନ୍ଦ୍ରାପଡା, ଜଗନ୍ନାଥ ନାଏକ – କେନ୍ଦୁଝର, ରାଜେନ୍ଦ୍ର ସାହୁ – ଖୋର୍ଦ୍ଧା, ରଘୁରାମ ପଲାଡ – କୋରାପୁଟ, ତୁଷାରକାନ୍ତି ବେହେରା – ମାଲକାନଗିରି , ଅଶ୍ୱିନୀ ପାତ୍ର – ମୟୂରଭଞ୍ଜ, ମନୋହର ରନ୍ଧାରୀ – ନବରଙ୍ଗପୁର, ସତ୍ୟନାରାୟଣ ପ୍ରଧାନ- ନୟାଗଡ, ଟୁକୁନି ସାହୁ – ନୂଆପଡା, ନିରଞ୍ଜନ ପୂଜାରୀ – ପୁରୀ, ଅତନୁ ସବ୍ୟସାଚୀ ନାୟକ – ରାୟଗଡା, ପ୍ରତାପ କେଶରୀ ଦେବ – ସମ୍ବଲପୁର, ପ୍ରଦୀପ କୁମାର ଅମାତ – ସୁବର୍ଣ୍ଣପୁର ଏବଂ ସାରଦା ପ୍ରସାଦ ନାୟକଙ୍କୁ ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।