କୁକୁର କାମୁଡିଲେ କଣ କରିବେ ? ୧୪ଟି ଇଂଜେକସନ ନେବା ଅପେକ୍ଷା କରନ୍ତୁ ଏହି ଗୋଟିଏ କାମ

187

ସାଧାରଣତଃ ଯଦି କୌଣସି କୁକୁର ଆମକୁ କାମୁଡି ଦିଏ ତେବେ ଆମେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ନିକଟକୁ ଯାଇଥାଉ ଆଉ ଡାକ୍ତର ଆମକୁ ଏଥିପାଇଁ ୧୪ଟି ଇଂଜେକସନ ନେବାକୁ ପରାମର୍ଶ ଦେଇଥାନ୍ତି, ସେ ବି ପୁଣି ପେଟରେ । ଯାହାଦ୍ୱାରା ଆମକୁ ବହୁତ କଷ୍ଟ ସହିବା ସହ ଅତି କମରେ ୫୦ ହଜାରରୁ କମ ଟଙ୍କା ଖର୍ଚ୍ଚ ହୋଇନଥାଏ । ତେବେ ଏଭଳି ପରିସ୍ଥିତିରେ ଭାବନ୍ତୁ ତ ଜଣେ ଗରିବ ବ୍ୟକ୍ତିଟି କିଭଳି ନିଜର ଚିକିତ୍ସା କରିପାରିବ ।

ଯଦିଓ ସରକାରୀ ଡାକ୍ତରଖାନାରେ ଏହି ସୁବିଧା ବିନା କୌଣସି ଟଙ୍କାରେ ଉପଲବ୍ଧ । ହେଲେ ସରାକରୀ ଡାକ୍ତରଖାନା ସଂପର୍କରେ ଆପଣଙ୍କୁ ଭଲଭାବରେ ଜଣା ଥିବ । ଏଥିପାଇଁ ବୋଧହୁଏ ଆପଣଙ୍କୁ କିଛି କହିବା ଆବଶ୍ୟକତା ପଡିନପାରେ । କାରଣ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବା ପରିବର୍ତ୍ତେ ସେମାନଙ୍କୁ ଭୟଭୀତ କରି ଅନ୍ୟ କୌଣସି ଡାକ୍ତରଖାନାକୁ ପଠାଇ ଦିଆଯାଇଥାଏ ନଚେତ୍ ମେଡିକାଲରେ ଏଥିପାଇଁ ଆବଶ୍ୟକୀୟ ମେଡିସିନ ନାହିଁ ବୋଲି କହି ଫେରାଇ ମଧ୍ୟ ଦିଆଯାଇଥାଏ ଓ ଇଂଜେକସନକୁ ବାହାରେ ବିକ୍ରି କରିଦିଆଯାଇଥାଏ ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳିକେକ ଔଷଧ ସଂପର୍କରେ ଜଣାଇବୁ । ଯାହାଦ୍ୱାରା ଆପଣଙ୍କୁ ଅନ୍ୟ କେଉଁଠି ଟଙ୍କା ବରବାଦ କରିବାକୁ ପଡିବ ନାହିଁ । ତେବେ କୁକୁର କାମୁଡିଲେ (ଘରୋଇ କୁକୁର ହେଉ କିମ୍ବା ଅନ୍ୟ କୌଣସି କୁକୁର) କାମୁଡିରେ ଆଦୌ ବ୍ୟସ୍ତବିବ୍ରତ ହୁଅନ୍ତୁ ନାହିଁ । କାରଣ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ । ଏଥିପାଇଁ କୁକୁର କାମୁଡିଥିବା ବ୍ୟକ୍ତି ବିଶେଷଙ୍କୁ Hydrophobinum-୨୦୦ ଏବଂ ତାର ୧୦-୧୦ ମିନିଟ ଅନ୍ତରରେ ଜିଭରେ ତିନୋଟି ଲେଖାଏଁ ଡ୍ରପ ପକାନ୍ତୁ । ଏହାଦ୍ୱାରା ଯେତେବି ପାଗଳ କୁକୁର କାମୁଡି ଥାଉ ନା କାହିଁକି ଏହି ଔଷଧ ସେବନ କରିବା ମାତ୍ରକେ ତାର ବିଷ ଗାଏବ ହୋଇଯାଇଥାଏ । ବଡ କଥା ହେଲା – ଏହି ଔଷଧ ସେବନ କରିବା ପରେ ଆପଣଙ୍କୁ ଆଉ ୧୪ଟି ଇଂଜେକସନ ନେବାକୁ ପଡିବ ନାହିଁ । ତେବେ ଏହି ଔଷଧକୁ ଖରା ଏବଂ ଥଣ୍ଡାରୁ ଦୂରେଇ ରଖିବାକୁ ହେବ । ଅର୍ଥାତ୍ ଏହି ଔଷଧକୁ ଏକ ସୁରକ୍ଷିତ ସ୍ଥାନରେ ରଖିବାକୁ ପଡିବ ।