ପ୍ରତ୍ୟେକ ପ୍ରେମିକ ଚାହାଁନ୍ତି ତାଙ୍କ ପ୍ରେମିକା ମଧ୍ୟରେ ଏହି ୫ଟି ଗୁଣ ! ଜାଣନ୍ତୁ ସେଗୁଡିକ କଣ . . .

137

ପ୍ରତ୍ୟେକ ଯୁବକ ଚାହାଁନ୍ତି ସେ ଯାହାକୁ ଭଲ ପାଉଛନ୍ତି ସେ ସ୍ମାର୍ଟ ହେବା ସହ ତାର ବୁଝିବାର ଶକ୍ତି ଥିବା ଦରକାର । ଯାହାଦ୍ୱାରା ଯଦି କୌଣସି ସମସ୍ୟା ଉପୁଜେ ତେବେ ତାଙ୍କ ପ୍ରେମିକା ତାହାକୁ ସମାଧାନ କରିପାରୁଥିବ । ଏବଂ ତାଙ୍କୁ ବୁଝିପାରୁଥିବା । ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ କୌଣସି ସମସ୍ୟା ସୃଷ୍ଟି ହୋଇ ନଥାଏ ବୋଲି ପୁରୁଷମାନେ ମନେ କରନ୍ତି ।

ପ୍ରତ୍ୟେକ ଯୁବକ ଚାହାଁନ୍ତି ସେ ନିଜ ଇଚ୍ଛାରେ ନିଜ ଜୀବନକୁ ଉପଭୋଗ କରିବାକୁ । ଆଉ ସେ ଭାବନ୍ତି ପ୍ରେମ କିମ୍ବା ବିବାହ କରିବା ଦ୍ୱାରା ତାଙ୍କର ଏହି ଅଧିକାର ତଥା ଇଚ୍ଛା ସଂପୂର୍ଣ୍ଣ ଭାବେ କ୍ଷିଣ ହୋଇଯିବ ବୋଲି । ତେଣୁ ଏଥିପାଇଁ ପ୍ରତ୍ୟେକ ମହିଳାଙ୍କୁ ଏହି କଥା ଉପରେ ଧ୍ୟାନ ଦେବା ଉଚିତ୍ କି ତାଙ୍କ କାରଣରୁ ତାଙ୍କ ପ୍ରେମିକ କିମ୍ବା ଜୀବନସାଥୀଙ୍କର କୌଣସି ଅସୁବିଧା ହେଉନାହିଁ ତ । ଆଉ ସେ ଆପଣଙ୍କ ସହ ଖୁସୀ ତ ।

ପ୍ରତ୍ୟେକ ପ୍ରେମିକ ଚାହାଁନ୍ତି ତାଙ୍କ ପ୍ରେମିକା କୌଣସି କଥାକୁ ନେଇ ନଖରା ନ ଦେଖାଉ ବୋଲି । କାରଣ ଅଧିକାଂଶ ଯୁବତୀଙ୍କର ଏହି ରୋଗ ଥାଏ । କିନ୍ତୁ ପୁରୁଷମାନଙ୍କୁ ଏହା ଆଦୌ ପସନ୍ଦ ନୁହେଁ ।

ପୁରୁଷମାନେ ନିଜ ସଂପର୍କକୁ ଆଗକୁ ବଢାଇବା ପାଇଁ ନିଜ ପ୍ରେମିକାଙ୍କ ସହ ସେକ୍ସ ରିଲେସନ ରଖିବାକୁ ଚାହାଁନ୍ତି । ସେ ମହିଳାଙ୍କ ସହ ସଂପର୍କ ରଖନ୍ତି ଏବଂ ଏହାକୁ ମଧ୍ୟ ନିଜ ପ୍ରେମର ଏକ ଜରିଆ ବୋଲି ମାନନ୍ତି ।

ପ୍ରତ୍ୟେକ ପୁରୁଷଙ୍କର ଇଚ୍ଛା ଥାଏ । ତାଙ୍କର କେହି ଅତି ନିଜର ରହୁ । ତାଙ୍କର କେୟାର ନେଉ । ତାଙ୍କ ପାଇଁ ଚିନ୍ତା କରୁ । ଏବଂ ତାଙ୍କର ପ୍ରତିଟି କ୍ଷେତ୍ରରେ ତାଙ୍କ ସହିତ ରହିଥାନ୍ତୁ ଇତ୍ୟାଦି ଇତ୍ୟାଦି । ତେବେ ଏହି କଥାପ୍ରତି ପ୍ରତିଟି ଯୁବତୀ ଧ୍ୟାନ ଦେବା ଦରକାର ।