ପୁଣି ଜମିବ କ୍ରିତି-ଟାଇଗରଙ୍କ ଯୋଡି

ପୁଣି ଜମିବ କ୍ରିତି-ଟାଇଗରଙ୍କ ଯୋଡି

source- makemindfresh.com

ପୁଣି ଥରେ ଜମିବ ଟାଇଗର ସ୍ରର୍ଫ ଓ କ୍ରିତି ସାନନଙ୍କ ଯୋଡି । ବଲିଉଡ ବାଗି ବୟ ଟାଇଗର ଓ ଦିଲୱାଲେ ଗର୍ଲଙ୍କୁ ନେଇ ନିର୍ମାତା ଆନନ୍ଦ ଏଲ ରାୟ ପ୍ରସ୍ତୁତ କରୁଛନ୍ତି ରୋମାଟିଂକ ଫିଲ୍ମ । ବନାରସରେ ଫିଲ୍ମର ପ୍ରଥମ ଭାଗ ସୁଟିଂ ଆରମ୍ଭ ହୋଇଛି । ସୁଟିଂ ଆରମ୍ଭ ସମ୍ବନ୍ଧରେ ଟୁଇଟ କରିଛନ୍ତି କ୍ରିତି । ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ "ହିରୋପନ୍ଥି'ରେ ଏମାନେ ଏକାଠି ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ହିଟ ହୋଇନଥିଲା ସତ, କିନ୍ତୁ ବଲିଉଡକୁ ମିଳିଥିଲା ନୂଆ ଯୋଡି । ପରେ ଏକ ଭିଡିଓ ଆଲବମରେ କ୍ରିତି ଓ ଟାଇଗର ଏକାଠି ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe