ଲଭ୍ ବାର୍ଡ ବିରାଟ ଓ ଅନୁଷ୍କା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ନୂଆ ବର୍ଷରେ ଦୁହିଁଙ୍କର ନିର୍ବନ୍ଧ ହେବାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।
ନିିକଟରେ ଅନୁଷ୍କା ଓ ବିରାଟ ଛୁଟି କଟାଇବାକୁ ଉତରାଖଣ୍ଡ ଯାଇଥିଲେ । ଏବଂ ଏହା ପରେ ଦୁହେଁ ସେଠାରୁ ଫେରି ଆସିଥିଲେ । ମାତ୍ର, ଛୁଟି କଟାଇ ଫେରିବା ପରେ ଅନୁଷ୍କା ବିରାଟଙ୍କ ମାଆଙ୍କୁ ଭେଟିବା ସହ ଉଭୟଙ୍କ ବିବାହ ସଂପର୍କରେ ଆଲୋଚନା କରିଥିବାର ସୂଚନା ମିଳିଛି । ତେବେ, ନୂଆ ବର୍ଷ ଆରମ୍ଭରେ ଦୁହେଁ ନିର୍ବନ୍ଧ କରିବେ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/virat-anushka-647_020816031140.jpg)