କନକ ବ୍ୟୁରୋ: ବାରମ୍ବାର ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ସେ କନକ ନ୍ୟୁଜକୁ ଏକ ଏକସକ୍ଲୁସିଭ ସାକ୍ଷାତକାର ଦେଇଛନ୍ତି । ଯେଉଁଥିରେ ଫାଇଭ ଟି ସଚିବଙ୍କୁ ନେଇ ନିଜର ମତ ରଖିଛନ୍ତି । କହିଛନ୍ତି, ରାଜ୍ୟରେ ସଚିବ ସରକାର ଚଳାଉଛନ୍ତି । ତେବେ ନିକଟରେ ଓଡିଶା ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ ଆସିଥିଲେ । ଏହି ସମୟରେ ଫାଇଭ ଟି ସଚିବଙ୍କ ସହ ଶାହଙ୍କର ଏକ ବୈଠକ ହୋଇଥିଲା । ଆହୁରି ଅନେକ ଗୁମର କଥା କହିଛନ୍ତି ଜୟନାରାୟଣ ମିଶ୍ର ।

Advertisment