ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ! ଜାଣନ୍ତୁ କଣ ରହିଛି ପୂର୍ବ ରେକର୍ଡ

ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ! ଜାଣନ୍ତୁ କଣ ରହିଛି ପୂର୍ବ ରେକର୍ଡ

କନକ ବ୍ୟୁରୋ : ହାଇଭୋଲଟେଜ ମୁକାବିଲା ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ଏସିଆ କପରେ ଭାରତ-ପାକିସ୍ତାନ ମହାମୁକାବିଲା ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି ଦର୍ଶକ । କାରଣ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ମୁକାବିଲା ଦେଖିବାକୁ ମିଳିନାହିଁ । ଆଉ ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଦର୍ଶକଙ୍କ ହାର୍ଟବିଟ ବଢି ବଢି ଚାଲିଛି । ଏସବୁ ଭିତରେ ଆସନ୍ତାକାଲି ସନ୍ଧ୍ୟା ୫ଟାକୁ ଅପେକ୍ଷା କରିଛନ୍ତି ପୂରା ବିଶ୍ୱର କ୍ରିକେଟପ୍ରେମୀ । ଯେତେବେଳେ ଦୁବାଇର ଅର୍ନ୍ତଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଉ ସବୁଠୁ ବଡ କଥା ହେଉଛି ଏହି ଟୁଣ୍ଣାମେଣ୍ଟରେ ଭାରତ ପ୍ରମୁଖ ଟାଇଟଲ ଦାବିଦାର ରହିଛି । ଗୋଟିଏ ପଟେ ବାଂଲାଦେଶ ଓ ଆଫଗାନିସ୍ତାନ ନିକଟରୁ ପରାସ୍ତ ହୋଇ ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ବେଳେ ଏବେ ସମସ୍ତଙ୍କର ନଜର ରହିଛି ଭାରତ ଓ ପାକିସ୍ତାନର ମ୍ୟାଚ ଉପରେ ।

ଏସିଆ କପରେ ଭାରତ :

publive-imageଏସିଆ କପରେ ଭାରତର ରେକର୍ଡ :

publive-image

ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ :

publive-imageପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ :

publive-image
ଏସିଆ କପରେ ପାକିସ୍ତାନ :

publive-image
ଏସିଆ କପର ଇତିହାସ :

publive-image

ଏସିଆ କପର ଇତିହାସ :

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe