କେମିତି ସମ୍ଭାଳିବେ ଅମାନିଆ ମନକୁ ! କ୍ୟାଟ୍ରିନାଙ୍କ ବ୍ରେକଅପ୍ ଟିପ୍ସ

କେମିତି ସମ୍ଭାଳିବେ ଅମାନିଆ ମନକୁ ! କ୍ୟାଟ୍ରିନାଙ୍କ ବ୍ରେକଅପ୍ ଟିପ୍ସ

Pic Courtesy : http://hdwallpapers88.com/wp-content/uploads/2016/01/Katrina-kaif-Hd-Wallpaper.jpg

ବଲିଉଡର ଚୁଲବୁଲି ନାୟିକା କ୍ୟାଟ୍ରିନା କୈଫ୍ । katrina-story_082615011337ପ୍ରେମରେ ବ୍ରେକଅପ୍ ପରେ କେମିତି ସମ୍ଭାଳିବେ ନିଜ ମନକୁ , ଆଉ କେମିତି ମୁକୁଳାଇପାରିବେ ନିଜକୁ ସେନେଇ ଏବେ ଦେଉଛନ୍ତି ଟିପ୍ସ । କ୍ୟାଟଙ୍କ ମତରେ କିଛି ଡ୍ରିଙ୍କ୍ସ କର, ତାପରେ ଘରକୁ ଯାଅ, ନିଜ ଶେଯ ଉପରେ ଶୋଇ ଆଇସ୍କ୍ରୀମ୍ ଖାଅ ଆଉ ତାପରେ ହସି ହସି ଶୋଇଯାଅ । କିନ୍ତୁ ଶୋଇଲାବେଳେ ନିଜର ପୁରୁଣା ସ୍ମୃତିକୁ ମନେପକାଅ ନାହିଁ। ତେବେ ରଣବୀରଙ୍କ ସହ ବ୍ରେକଅପ୍ ପରେ ବୋଧେ ଏହି ଟ୍ରିକକୁ ଆପଣେଇଛନ୍ତି କ୍ୟାଟ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe