ବଲିଉଡର ଚୁଲବୁଲି ନାୟିକା କ୍ୟାଟ୍ରିନା କୈଫ୍ ।
ପ୍ରେମରେ ବ୍ରେକଅପ୍ ପରେ କେମିତି ସମ୍ଭାଳିବେ ନିଜ ମନକୁ , ଆଉ କେମିତି ମୁକୁଳାଇପାରିବେ ନିଜକୁ ସେନେଇ ଏବେ ଦେଉଛନ୍ତି ଟିପ୍ସ । କ୍ୟାଟଙ୍କ ମତରେ କିଛି ଡ୍ରିଙ୍କ୍ସ କର, ତାପରେ ଘରକୁ ଯାଅ, ନିଜ ଶେଯ ଉପରେ ଶୋଇ ଆଇସ୍କ୍ରୀମ୍ ଖାଅ ଆଉ ତାପରେ ହସି ହସି ଶୋଇଯାଅ । କିନ୍ତୁ ଶୋଇଲାବେଳେ ନିଜର ପୁରୁଣା ସ୍ମୃତିକୁ ମନେପକାଅ ନାହିଁ। ତେବେ ରଣବୀରଙ୍କ ସହ ବ୍ରେକଅପ୍ ପରେ ବୋଧେ ଏହି ଟ୍ରିକକୁ ଆପଣେଇଛନ୍ତି କ୍ୟାଟ୍ ।
କେମିତି ସମ୍ଭାଳିବେ ଅମାନିଆ ମନକୁ ! କ୍ୟାଟ୍ରିନାଙ୍କ ବ୍ରେକଅପ୍ ଟିପ୍ସ
/kanak/media/post_attachments/wp-content/uploads/2016/09/Katrina-kaif-Hd-Wallpaper.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)