ପୁଣିଥରେ ସିଲଭର ସ୍କ୍ରିନ ସେୟାର କରିବେ ଶାହାରୁଖ ଏବଂ କ୍ୟାଟ୍ରିନା

ପୁଣିଥରେ ସିଲଭର ସ୍କ୍ରିନ ସେୟାର କରିବେ ଶାହାରୁଖ ଏବଂ କ୍ୟାଟ୍ରିନା

ନିର୍ଦ୍ଦେଶକ ଆନନ୍ଦ ରାୟଙ୍କ ଆଗାମୀ ଫିଲ୍ମରେ ଶାହାରୁଖ ଖାଁଙ୍କ ହିରୋଇନ୍ କିଏ ହେବ ତାହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ କ୍ୟାଟ୍ରିନା କୈଫ୍‌ଙ୍କ ନାଁରେ ବାଜିଛି ମୋହର । ଏହା ପୂର୍ବରୁ ଦୁହେଁ ୨୦୧୨ରେ "ଜବ୍ ତକ୍ ହେଁ ଜାନ୍' ରେ ଏକାଠି ଅଭିନୟ କରିଥିଲେ । ଆନନ୍ଦ ରାୟ ତାଙ୍କର ଫିଲ୍ମଟିର ନାଁ ଏପର୍ଯ୍ୟନ୍ତ ଦେଇ ନାହାଁନ୍ତି ,କିନ୍ତୁ ଫିଲ୍ମଟିର ନାଁ ‘ବନ୍ଧୁଆ’ ରଖାଯାଇଛି ବୋଲି ବି-ଟାଉନ୍‌ରେ ବଡ଼ ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe