ନିର୍ଦ୍ଦେଶକ ଆନନ୍ଦ ରାୟଙ୍କ ଆଗାମୀ ଫିଲ୍ମରେ ଶାହାରୁଖ ଖାଁଙ୍କ ହିରୋଇନ୍ କିଏ ହେବ ତାହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ କ୍ୟାଟ୍ରିନା କୈଫ୍ଙ୍କ ନାଁରେ ବାଜିଛି ମୋହର । ଏହା ପୂର୍ବରୁ ଦୁହେଁ ୨୦୧୨ରେ "ଜବ୍ ତକ୍ ହେଁ ଜାନ୍' ରେ ଏକାଠି ଅଭିନୟ କରିଥିଲେ । ଆନନ୍ଦ ରାୟ ତାଙ୍କର ଫିଲ୍ମଟିର ନାଁ ଏପର୍ଯ୍ୟନ୍ତ ଦେଇ ନାହାଁନ୍ତି ,କିନ୍ତୁ ଫିଲ୍ମଟିର ନାଁ ‘ବନ୍ଧୁଆ’ ରଖାଯାଇଛି ବୋଲି ବି-ଟାଉନ୍ରେ ବଡ଼ ଚର୍ଚ୍ଚା ହେଉଛି ।
ପୁଣିଥରେ ସିଲଭର ସ୍କ୍ରିନ ସେୟାର କରିବେ ଶାହାରୁଖ ଏବଂ କ୍ୟାଟ୍ରିନା
/kanak/media/post_attachments/wp-content/uploads/2016/09/Shahrukh-Khan-Katrina-Kaif-in-Anand-L-Rai-movie.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)