ସିନେ ଦର୍ଶକଙ୍କ ପାଇଁ ଖୁସି ଖବର ! ଖୁବ୍ ଶୀଘ୍ର ପରଦାକୁ ଆସୁଛି ବେବୋଙ୍କ ନୂଆ ସିନେମା

ସିନେ ଦର୍ଶକଙ୍କ ପାଇଁ ଖୁସି ଖବର ! ଖୁବ୍ ଶୀଘ୍ର ପରଦାକୁ ଆସୁଛି ବେବୋଙ୍କ ନୂଆ ସିନେମା

source: indianexpress.com

କରୀନା କପୁରଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । କାରଣ ପୁଣି ଥରେ ବେବୋଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଆଉ ଖୁବ୍ ଶୀଘ୍ର କରୀନା ତାଙ୍କ ଆଗାମୀ ସିନେମା ‘ବୀର ଦ ୱେଡିଙ୍ଗ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

ତେବେ ଏହି ସିନେମାଟିରେ କରୀନାଙ୍କ ସହ ସୋନମ କପୁର,ସ୍ୱରା ଭାଷ୍କର ଓ ଶିଖା ତଲସାନିୟା ନଜର ଆସୁଛନ୍ତି । ଆସନ୍ତା ମେଁ ମାସରେ ଏହି ସିନେମାର ସୁଟିଂ ଆରମ୍ଭ କରାଯିବ ବୋଲି ଶୁଣିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe