କମେଡି କିଙ୍ଗ କପିଲ ଶର୍ମାଙ୍କ ଫ୍ୟାନମାନଙ୍କ ପାଇଁ ଖୁସିର ଖବର । କାରଣ, କପିଲ ଖୁବ୍ ଶୀଘ୍ର ଦୁଇଟି ନୂଆ ଶୋ’ ସହ ନଜର ଆସିବାକୁ ଯାଉଛନ୍ତି । ନିକଟରେ ଶୋ’ର ପ୍ରସ୍ତୁତି ନେଇ ଟ୍ୱିଟ୍ କରି ଜଣାଇଛନ୍ତି କପିଲ ।
ବର୍ତ୍ତମାନ ଦ କପିଲଙ୍କ ଶୋରେ ନଜର ଆସୁଛନ୍ତି କମେଡି କିଙ୍ଗ । ଯାହାକି ଦର୍ଶକଙ୍କ ଗହଣରେ ଖୁବ୍ ଲୋକପ୍ରିୟତା ସାଉଁଟିଛି । ଖାଲି ସେତିକି ନୁହେଁ, ଫରବେସ୍ ସେଲିବ୍ରିଟି ୧୦୦ ତାଲିକାରେ କପିଲ ସପ୍ତମ ସ୍ଥାନ ଅଧିକାର କରିଥିବା ସହ ସୋନି ଟିଭି ଜରିଆରେ ପାଖାପାଖି ୧୦୦ କୋଟି ଟଙ୍କା ପାଇଥିବା କପିଲ ୨୦୧୬ରେ ଅନେକ କିଛି ସଫଳତା ହାସଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/kapil-sharma.jpg)