ଡିସେମ୍ବର ୧ରେ ପରଦାକୁ ଆସୁଛି ତାମିଲ ଫିଲ୍ମ “ସାବାସ୍ ନାଇଡୁ” । ଏଥିରେ ପ୍ରଥମ ଥରପାଇଁ ଫାଇଟିଂ କରିବେ କମେଡି କିଙ୍ଗ୍ ବ୍ରହ୍ମାନନ୍ଦମ୍ । ଅଭିନେତା କମଲ୍ ହାସନଙ୍କ ସହ ମଧ୍ୟ ସେ ସ୍କ୍ରିନ୍ ସେୟାର କରିବେ । ଆମେରିକାରେ ୮୦ ପ୍ରତିଶତ ସୁଟିଂ ହୋଇଥିବା ଏହି ଫିଲ୍ମଟି ହେଉଛି ଏକ ତ୍ରିକୋଣୀୟ ଆକ୍ସନ-କମେଡି ଫିଲ୍ମ। କମଲ୍ ହାସନଙ୍କ ଝିଅ ଶ୍ରୁତି ହାସନ ବି ଏହି ସିନେମାରେ ଦେଖାଦେବେ ।
“ସାବାସ୍ ନାଇଡୁ”କୁ ଚମକାଇବେ ସାଉଥମାଷ୍ଟର୍ କମଲ୍ ହାସନ ଓ ବ୍ରହ୍ମାନନ୍ଦମ୍
/kanak/media/post_attachments/wp-content/uploads/2016/09/brahma-wab_00000.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)