ଦୀର୍ଘ ୧୯ ବର୍ଷ ପରେ ଖଳନାୟିକା ଭୂମିକାରେ ତାମିଲ ସିନେମାକୁ ଫେରୁଛନ୍ତି କାଜଲ

ଦୀର୍ଘ ୧୯ ବର୍ଷ ପରେ ଖଳନାୟିକା ଭୂମିକାରେ ତାମିଲ ସିନେମାକୁ ଫେରୁଛନ୍ତି କାଜଲ

source: news18.com

ବହୁ ଦିନର ବ୍ୟବଧାନ ପରେ ଅର୍ଥାତ୍ ୧୯ ବର୍ଷ ପରେ ବଲିଉଡର ଚୁଲବୁଲି ନାୟିକା କାଜଲ ପୁଣି ଫେରୁଛନ୍ତି  ତାମିଲ ସିନେମାକୁ । ତାହା ପୁଣି ଖଳନାୟିକା ଭୂମିକାରେ।

ସୂଚନା ଅନୁସାରେ, ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ‘ଭିଆଇପି-୨’ରେ କାଜଲ ଖଳନାୟିକା ଭୂମିକାରେ ନଜର ଆସୁଛନ୍ତି। ଏଥିରେ ସୌନ୍ଦର୍ଯ୍ୟାଙ୍କ ସ୍ୱାମୀ ତଥା ତାମିଲ ସୁପରଷ୍ଟାର ଧନୁଷ କାଜଲଙ୍କ ବିପକ୍ଷରେ ଅଭିନୟ କରିବେ। କାଜଲ ସୋସିଆଲ ମିଡିଆରେ ଧନୁଷ ଓ ସୌନ୍ଦର୍ଯ୍ୟାଙ୍କ ଫଟୋ ଅପଲୋଡ୍ କରିବା ପରେ ଏହି କଥା ଭାଇରାଲ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe