ବହୁ ଦିନର ବ୍ୟବଧାନ ପରେ ଅର୍ଥାତ୍ ୧୯ ବର୍ଷ ପରେ ବଲିଉଡର ଚୁଲବୁଲି ନାୟିକା କାଜଲ ପୁଣି ଫେରୁଛନ୍ତି ତାମିଲ ସିନେମାକୁ । ତାହା ପୁଣି ଖଳନାୟିକା ଭୂମିକାରେ।
ସୂଚନା ଅନୁସାରେ, ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ‘ଭିଆଇପି-୨’ରେ କାଜଲ ଖଳନାୟିକା ଭୂମିକାରେ ନଜର ଆସୁଛନ୍ତି। ଏଥିରେ ସୌନ୍ଦର୍ଯ୍ୟାଙ୍କ ସ୍ୱାମୀ ତଥା ତାମିଲ ସୁପରଷ୍ଟାର ଧନୁଷ କାଜଲଙ୍କ ବିପକ୍ଷରେ ଅଭିନୟ କରିବେ। କାଜଲ ସୋସିଆଲ ମିଡିଆରେ ଧନୁଷ ଓ ସୌନ୍ଦର୍ଯ୍ୟାଙ୍କ ଫଟୋ ଅପଲୋଡ୍ କରିବା ପରେ ଏହି କଥା ଭାଇରାଲ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/kajol-in-vip-2.jpg)