ରଜନୀକାନ୍ତଙ୍କ ସହିତ ତାଙ୍କ ବଡ ଝିଅ ତଥା ଚଳଚ୍ଚିତ୍ର ନିର୍ମାତା ଏ÷ଶର୍ଯ୍ୟା ଆର ଧନୁଷ "କବାଲି'ର ସିକ୍ୱେଲରେ ଅଭିନୟ କରିବେ ବୋଲି ସୂଚନା ମିଳିଛି । ସେ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।
ଏହା ଐଶ୍ୱର୍ଯ୍ୟାଙ୍କ ସ୍ୱାମୀ ଧନୁଷଙ୍କ ହୋମ ପ୍ରଡକ୍ସନ ଫିଲ୍ମ ବୋଲି ଜଣାପଡିଛି । ଐଶ୍ୱର୍ଯ୍ୟା ଏବେ ତାଙ୍କର ଡକ୍ୟୁମେଂଟାରି ସିନେମା "ଭିରାନ' ପାଇଁ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କର ଏହି ଫିଲ୍ମଟି ଷ୍ଟଂଟ କୋରିଓଗ୍ରାଫି ଉପରେ ଆଧାରିତ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/440778-aishwarya-rajini.jpg)