ବିଚାରପତିଙ୍କ ବିବାଦୀୟ ମନ୍ତବ୍ୟ : ଲୋଭ ଖାଇଗଲା ଜମାକାରୀଙ୍କ ଟଙ୍କା

କାଠଗଡାରେ ବିଚାରପତି  : ଚିଟଫଣ୍ଡ କମିଶନଙ୍କ ବୟାନକୁ ନେଇ ବଢୁଛି ବିବାଦ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଲୋଭ ଖାଇଗଲା, ସରକାର କଣ କରିବେ । ଚିଟଫଣ୍ଡ ତଦନ୍ତ କମିଶନ ଅଧ୍ୟକ୍ଷଙ୍କ ଏମିତି କିଛି ବିବାଦୀୟ ମତ କେବଳ ଭାଇରାଲ୍ ହୋଇନି, ବିବାଦର ପାହାଡ ଛିଡା କରିଛି । ଯେଉଁ କମିଶନଙ୍କ ତଦନ୍ତକୁ ନେଇ କ୍ଷତିଗ୍ରସ୍ତ ଲୋକେ ନିଜ ଜମା ଟଙ୍କା ଫେରିପାଇବାର ଆଶା ରଖିଥିଲେ, ତାହା ଚୁରମାର୍ ହୋଇଯାଇଛି । ସେପଟେ ବୟାନ ବିବାଦୀୟ ହେବା ପରେ ଜଷ୍ଟିସ୍ ଏମ. ଏମ୍. ଦାସ କହିଛନ୍ତି ମୁଁ ଏହା କମିଶନ୍ ଭାବେ ନୁହେଁ, ଜଣେ ଅବସରପ୍ରାପ୍ତ ବିଚାରପତି ଭାବେ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe