ରେଡିଓ ଚକୋଲେଟରେ ପ୍ରସାରିତ ଓ ଲୋକପ୍ରିୟ ଧାରାବାହିକ ଗଳ୍ପ ସମାହାର ‘ଜୀବନର କେତେ ରଙ୍ଗ’ ଏବେ ପୁସ୍ତକରେ । ଆମ ଓଡିଶା ପ୍ରକାଶନ ପକ୍ଷରୁ ଗାଳ୍ପିକ ମାନସ ପଢିହାରୀଙ୍କ ଗଳ୍ପଗୁଡିକୁ ପୁସ୍ତକ ରୂପ ଦିଆଯାଇଛି । ଏନେଇ ଆମ ଓଡିଶା ଅଫିସ ପରିସରରେ ଏକ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସୋସିଆଲ ମିଡିଆରେ ବହିକୁ ପ୍ରଂଶସା କରିଥିବା ପାଠକମାନେ ଏକତ୍ରିତ ହୋଇଥିଲେ । ଏହି ଅବସରରେ ପୁସ୍ତକ ଗଳ୍ପ ଧାରାବାହିକ ଭଳି ଲୋକାଦୃତ ହେବ ବୋଲି କହିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ।
‘ଜୀବନର କେତେ ରଙ୍ଗ’ : ରେଡିଓ ଚକୋଲେଟରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଗଳ୍ପ ସମାହାର ଏବେ ପୁସ୍ତକରେ
/kanak/media/post_attachments/wp-content/uploads/2016/09/hqdefault-28.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)