ଚର୍ଚ୍ଚାରେ ଶ୍ରୀଦେବିଙ୍କ କନ୍ୟା ! ବୟଫ୍ରେଣ୍ଡଙ୍କ ସହ ପୁଣି ଏକାଠି ନଜର ଆସିଛନ୍ତି ଜାହ୍ନବୀ

ଚର୍ଚ୍ଚାରେ ଶ୍ରୀଦେବିଙ୍କ କନ୍ୟା  ! ବୟଫ୍ରେଣ୍ଡଙ୍କ ସହ ପୁଣି ଏକାଠି ନଜର ଆସିଛନ୍ତି ଜାହ୍ନବୀ

source: indiatoday.intoday.in

ବଲିଉଡ ଜଗତରେ ପାଦ ରଖୁ ରଖୁ ଚର୍ଚ୍ଚାର ବିଷୟ ସାଜି ଗଲେଣି ଶ୍ରୀଦେବି କନ୍ୟା ଜାହ୍ନବୀ । ତେବେ ଗୋଟେ ପଟେ ବଲିଉଡରେ ତାଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ଜାହ୍ନବୀ ଓ ତାଙ୍କ ବୟଫ୍ରେଣ୍ଡ ଶିଖର ପହରିଆଙ୍କ ସଂପର୍କକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।

ତେବେ ନିକଟରେ ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ବୁଲୁଥିବାର ଖବର ଓ ଫଟୋ ମଧ୍ୟ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe